‘ଅମ୍ଫାନ’ର ଗର୍ଜନ, କେନ୍ଦ୍ରାପଡା ପେଣ୍ଠରେ ଅଶାନ୍ତ ସମୁଦ୍ର
କେନ୍ଦ୍ରପଡା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇସାରିଛି ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଓଡିଶା ଠାରୁ ଏହା ଦୂରେଇ ଯାଉଥିଲେ ମଧ୍ୟ ଅମ୍ଫାନର ପ୍ରଭାବ ଓଡିଶାରେ ଜାରି ରହିଛି । ଜିଲ୍ଲା ରାଜନଗର ବ୍ଲକ ସ୍ଥିତ ପେଣ୍ଠ ସାମୁଦ୍ରିକ ବେଳାଭୂମି ଠାରେ ସମୂଦ୍ର ଅଶାନ୍ତ ରହିଛି । ଏହାର ଏକ ତାଜା ଚିତ୍ର ଦେଖାଇବା ସହ ଅଧିକ ତଥ୍ୟ ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ରାଧାକାନ୍ତ ମହାନ୍ତି ।