ଓଡିଶା

odisha

ଦେଖନ୍ତୁ ରାସ୍ତା ଉପରେ କେମିତି ଜଳୁଛି ଟ୍ରକ

By

Published : Nov 13, 2019, 8:12 AM IST

ଅନୁଗୋଳ ଜିଲ୍ଲାରେ ଘାଟି ଅତିକ୍ରମ କଲାବେଳେ ଟ୍ରକରେ ହଠାତ ନିଆଁ ଲାଗିଯାଇ ଟ୍ରକଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦେଖନ୍ତୁ କେମିତି ଥିଲା ସେତେବେଳର ଦୃଶ୍ୟ...

ABOUT THE AUTHOR

...view details