ଓଡିଶା

odisha

ଓଡିଶା ବଜେଟ 2021: ଆଦିବାସୀଙ୍କୁ ମିଳୁ ପ୍ରାଥମିକତା

By

Published : Feb 20, 2021, 7:29 PM IST

କୋରାପୁଟ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଆଦିବାସୀ ସମାଜର ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ରାଜ୍ୟର ମାଲାକାନଗିରି, ନବରଙ୍ଗପୁର, ରାୟଗଡା, ମୟୁରଭଞ୍ଜ ଭଳି ବହୁ ଜିଲ୍ଲାରେ ରହିଥାନ୍ତି ବହୁ ଜନଜାତି । ଆଉ ସେମାନଙ୍କ ଶିକ୍ଷା , ସ୍ବାସ୍ଥ୍ୟ , ରାସ୍ତାଘାଟ, ପାନୀୟ ଜଳ ପ୍ରତିଟି କ୍ଷେତ୍ର ପ୍ରତି ଦୃଷ୍ଟି ଦେବା ଆଗାମୀ ବଜେଟରେ ଜରୁରୀ । ସେହିଭଳି ଜଙ୍ଗଲ ସେମାନଙ୍କ ଅର୍ଥନୀତି, ଜଙ୍ଗଲ ସେମାନଙ୍କ ସଂସ୍କୃତି । ଏଣୁ ଜଙ୍ଗଲକୁ ସବୁଜ ସୁନ୍ଦର ପାଇଁ ଅଧିକ ବ୍ୟୟ ବରାଦ ବି ଆବଶ୍ୟକ । ଆଉ ଏହି ଆବଣ୍ଟନର ଯଥାର୍ଥ କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦେବା ଆହୁରି ଅଧିକ ଆବଶ୍ୟକ ବୋଲି କୁହାଯାଇଛି । କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details