ଓଡିଶା

odisha

By

Published : Dec 8, 2021, 6:41 AM IST

ETV Bharat / videos

ରାଜପଥରେ ଘଟୁଥିଲା ଦୁର୍ଘଟଣା, ଝାଡୁ ଧରି ରାସ୍ତା ସଫା କଲେ ଟ୍ରାଫିକ କନେଷ୍ଟବଳ

କଟକ: ଟ୍ରାଫିକ କନେଷ୍ଟବଳ ଓଳାଇଲେ ରାସ୍ତା । ଘଟଣାଟି ଦେଖିବାକୁ ମିଳିଛି ଶିଖରପୁର ଛକରେ । ବାରମ୍ବାର ଶିଖରପୁର ଟ୍ରାଫିକ ଛକରେ ରାସ୍ତାରେ ଗୋଡି ପଡି ରହୁଥିବାବେଳେ ତାହାର ସଫା କରାଯାଉନଥିବାରୁ ଦୁର୍ଘଟଣା ଘଟୁଥିଲା । ଏମିତିକି ଆଜି ମଧ୍ୟ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଲେ। ଲୋକଙ୍କ ସୁରକ୍ଷା ପାଇଁ ନିଜେ ଝାଡୁ ଧରି ରାସ୍ତା ସଫାକଲେ ଦୁଇ ଟ୍ରାଫିକ କନଷ୍ଟବଳ ସୂର୍ଯ୍ୟ ନାରାୟଣ ଓ ଗିରିଜା ଶଙ୍କର ବେହେରା । କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details