ଓଡିଶା

odisha

ETV Bharat / videos

ପୋଲିସ-ମାଓବାଦୀ ଗୁଳିବିନିମୟ; ହାର୍ଡକୋର ମାଓବାଦୀ ମୃତ - ପୋଲିସ-ମାଓବାଦୀ ଗୁଳିବିନିୟମ

By

Published : Jan 13, 2021, 3:30 PM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ବଡ ସଫଳତା । ଚିକପାଲ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀ ମୃତ । ଗତକାଲି ରାତି ୨ଟା ରେ କୌଣସି ସୂତ୍ରରୁ ଖବର ପାଇ DRG ଯବାନ ଏକ ଅପରେସନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଗୋଟିଏ ସୁଢ଼ଙ୍ଗ ଠାବ କରିଥିଲେ । ସୁଢ଼ଙ୍ଗ ଠାବ ହେବା ପରେ ପୋଲିସ ଅପରେସନକୁ ଜୋରଦାର କରିଥିଲା । ସୁଢ଼ଙ୍ଗ ଭିତରୁ 5 କିଲୋର ଆଇଡି ଓ 3000 ମିଟର ତାର ଜବତ କଲା ପୋଲିସ ।

ABOUT THE AUTHOR

...view details