ଓଡିଶା

odisha

ETV Bharat / videos

ଓଲଟିଲା ବିଲାତି ବୋଝେଇ ଟ୍ରକ, ରାସ୍ତାରେ ଫାଟିଲା ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି

By

Published : Nov 19, 2021, 12:53 PM IST

କେନ୍ଦୁଝର: ଜୁଡ଼ିଆ ଘାଟିରେ ଓଲଟିଲା ବିଲାତି ବୋଝେଇ ଟ୍ରକ । ଫଳରେ ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବନ୍ଦ ହୋଇଛି । ଚାରିଆଡ଼େ ବିଲାତି ବିଛାଡ଼ି ହୋଇ ପଡି ରହିଥିବା ବେଳେ ବହୁ କ୍ଷତି ହୋଇଛି । ଗାଡ଼ି ଚାଳକ ଓ ହେଲପର ଆହତ ହୋଇଥିବା ଜଣାପଡିଛି । ତେବେ ବିଲାତି ବୋଝେଇ ଟ୍ରକଟି କୋଲକାତା ଅଭିମୁଖେ ଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details