ଓଡିଶା

odisha

ETV Bharat / videos

ପଦାରେ ପଡିଲା ବନ ବିଭାଗର ଅପାରଗତା: ଫେରିଯିବ ସୁନ୍ଦରୀ, ସାତକୋଶିଆବାସୀ ଖୁସ୍ - ଫେଲ ମାରିଲା ବ୍ୟାଘ୍ର ପ୍ରକଳ୍ପ ଯୋଜନା

By

Published : Dec 23, 2019, 3:25 PM IST

ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଲାଗିଛି ଶକ୍ତ ଧକ୍କା । ବାଘ ବଂଶ ବୃଦ୍ଧି ପାଇଁ ଯେଉଁ ବ୍ୟାଘ୍ର ପ୍ରକଳ୍ପ ଯୋଜନା କରାଯାଇଥିଲା ସେଥିରେ ଲାଗିଯାଇଛି ପ୍ରତିବନ୍ଧକ । ବନ ବିଭାଗର ପରିଚାଳନା ଗତ ତ୍ରୁଟି ଯୋଗୁଁ ପୁଣି ଥରେ ମଧ୍ୟପ୍ରଦେଶ ଫେରିଯିବ ବାନ୍ଧବଗଡର ବାଘୁଣୀ 'ସୁନ୍ଦରୀ'।

ABOUT THE AUTHOR

...view details