ଓଡିଶା

odisha

ETV Bharat / videos

ବୈତରଣୀ ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କଲେ ଗ୍ରାମବାସୀ - ଯାଜପୁର

By

Published : Aug 27, 2020, 4:35 PM IST

ଯାଜପୁର: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଦଶରଥପୁରବ୍ଳକ ଦତ୍ତପୁରରେ ହେଲା ୬୦ ଫୁଟର ଘାଇ। ଏଥିସହିତ ଅରଦାଳୁଆ ଗାଁ ବନ୍ୟା ପାଣିରେ ଭାସି ଯାଉଥିବା ଯୁବକଙ୍କୁ ବାଉଁଶ ସାହାଯ୍ୟରେ ବଞ୍ଚାଇଲେ ଅରଦାଳୁଆ ଗ୍ରାମବାସୀ। ଏହାସହ ବ୍ୟାପକ ଘର ଭାସି ଯାଇଥିବା ସୂଚନା । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details