ଓଡିଶା

odisha

By

Published : Jan 13, 2021, 10:25 PM IST

ETV Bharat / videos

ଗାଁକୁ ନାହିଁ ହାଇସ୍ପିଡ ଡାଟା, କେମିତି ପୂରା ହେବ ଡିଜିଟାଲ ଇଣ୍ଡିଆ ସ୍ବପ୍ନ?

ସମ୍ବଲପୁର: ସହରାଞ୍ଚଳରେ ସୀମିତ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନ । ସାଧାରଣ ଅନଲାଇନ ସେବାରୁ ମୋବାଇଲ ଟ୍ରାଞ୍ଜାକ୍ସନ ସେବା,ସବୁକ୍ଷେତ୍ରରେ ଆଗୁଆ ସହର । ହେଲେ ଅପହଞ୍ଚ ଅଞ୍ଚଳରେ ଆଜି ବି ପଛରେ ରହିଛି ହାଇସ୍ପୀଡ ଇଣ୍ଟରନେଟ ସେବା। ଫଳରେ ଡିଜିଟାଲ ଇଣ୍ଡିଆର ସ୍ବପ୍ନରୁ ଦୂରେଇ ଯାଉଛି ଗ୍ରାମାଞ୍ଚଳ । ସମ୍ବଲପୁର ଜିଲ୍ଲାର ଅଧିକାଂଶ ଗାଁ ଗୁଡିକରେ ଅପହଞ୍ଚ ଅପ୍ଟିକାଲ ଫାଇବର କେବୁଲ । କେବଳ ଜିଲ୍ଲାର ବ୍ଲକ ହେଡକ୍ବାର୍ଟସ ପର୍ଯ୍ୟନ୍ତ ପହଞ୍ଚି ପାରିଛି ଓଏଫସି ସେବା । ଫଳରେ ଗ୍ରାମାଞ୍ଚଳ ଲୋକେ ଓ ପିଲାମାନେ ସବୁ କ୍ଷେତ୍ରରେ ସହରାଞ୍ଚଳ ଅଧିକ ନିର୍ଭର ହେଉଛନ୍ତି ।

ABOUT THE AUTHOR

...view details