ଓଡିଶା

odisha

ETV Bharat / videos

ୟସ ପ୍ରଭାବରେ ଜଗତସିଂହପୁରରେ ଜାରି ରହିଛି ବର୍ଷା, ଦେଖନ୍ତୁ କେମିତି ରହିଛି ସ୍ଥିତି - Heavy rain fall

By

Published : May 26, 2021, 5:05 PM IST

ଜଗତସିଂହପୁର: ତାଣ୍ଡବ ରଚିଛି ବାତ୍ୟା ୟସ । ପ୍ରବଳ ମାତ୍ରାରେ ପବନ ଜନିତ ବର୍ଷା ଯୋଗୁଁ ବେହାଲ ହୋଇଥିଲେ ସୁଦ୍ଧା ଏହା ବହୁ ମାତ୍ରାରେ ଆଶ୍ବସ୍ଥି ଲାଭ କରିଛି ଜଗତସିଂହପୁର ଜିଲ୍ଲାବାସୀ। ଜିଲ୍ଲାରେ ବାତ୍ୟା ୟସ ଯୋଗୁଁ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି ।

ABOUT THE AUTHOR

...view details