ଓଡିଶା

odisha

ETV Bharat / videos

ସ୍ବାଧୀନତା ସଂଗ୍ରାମର ପହିଲି ବିଦ୍ରୋହ ‘ପାଇକ ବିଦ୍ରୋହ’, ଆଜି ବି ଅବହେଳିତ ସ୍ମୃତି ପୀଠ ଓ ପାଇକ ଦାୟାଦ - freedom struggle

By

Published : Aug 13, 2020, 2:10 PM IST

ଖୋର୍ଦ୍ଧା: ଆଜିକୁ ଠିକ୍ 203 ବର୍ଷ ପୂର୍ବେ ଓଡିଶାରେ ଶୁଣିବାକୁ ମିଳିଥିଲା ବିଦ୍ରୋହର ସ୍ବର । ଆଉ ଏହି ସ୍ବର ଥିଲା ଓଡିଆ ବୀରପୁତ୍ରଙ୍କ ସ୍ବର । ବୀରଙ୍କ ବିଦ୍ରୋହର କଥା ଉଠିଲେ ମନକୁ ଆସେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ କଥା । ଯାହା ଓଡିଆ ବୀରଙ୍କ ସାହାସ ଓ ପରାକ୍ରମର ଗୌରବ ଗାଥା ଏବଂ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ । ଓଡିଶା ମାଟି ମା'ର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ସଙ୍ଗେ ସଙ୍ଗେ ବ୍ରିଟିଶ ସରକାରଙ୍କ ବିରୋଧରେ ହୋଇଥିବା ପାଇକ ବିଦ୍ରୋହ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । ଆଉ ଇତିହାସ କୁହେ ଖୋର୍ଦ୍ଧାରେ 4ଟି ପର୍ଯ୍ୟାୟରେ ହୋଇଥିଲା ବିଦ୍ରୋହ ।

ABOUT THE AUTHOR

...view details