ଓଡିଶା

odisha

ETV Bharat / videos

କୋରୋନା କଟକଣା, ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏଁ ଖୋଲା ରହିବ ହାଟ - cut off various local market on behalf of the BMC

By

Published : Mar 18, 2020, 11:26 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ହୋଇଛି କଟକଣା । ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ କୋରୋନା ଭାଇରସ ସଂକ୍ରମଣର ଅଧିକ ଆଶଙ୍କା ଥିବାରୁ ଲୋକଙ୍କୁ ଏକତ୍ରିତ ହେବା ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।

ABOUT THE AUTHOR

...view details