ଓଡିଶା

odisha

ETV Bharat / videos

କେଉଁଠି ରହିବେ ତପସ୍ବିନୀ ? ଧାରଣାର ୪୫ଦିନ ପରେ ବି ଚିତ୍ର ଅସ୍ପଷ୍ଟ - ବ୍ରହ୍ମପୁର ତପସ୍ବିନୀଙ୍କ ଧାରଣା

By

Published : Jan 5, 2022, 10:59 PM IST

ବ୍ରହ୍ମପୁର: ୪୫ ଦିନରେ ପହଞ୍ଚିଲା ତପସ୍ବୀନିଙ୍କ ଧାରଣା । ସୁମୀତ ଓ ଡିମ୍ପଲଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ କେଉଁଠି ରହିବେ ସେନେଇ ସ୍ପଷ୍ଟ ହୋଇପାରିନାହିଁ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details