ଓଡିଶା

odisha

ETV Bharat / videos

Tapaswini-Sumit marital discord: ଫେରିଲେନି ସୁମିତ, ପୁଣି ଧାରଣାରେ ତପସ୍ବିନୀ - ବ୍ରହ୍ମପୁର sdjm କୋର୍ଟ ଖାରଜ କଲେ ତପସ୍ବିନୀଙ୍କ ପିଟିସନ

By

Published : Dec 17, 2021, 10:53 PM IST

ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ଥମିବାର ନାଁ ଧରୁ ନାହିଁ । ଶ୍ବଶୁର ଘରେ ରହିବାକୁ ତପସ୍ୱିନୀ କୋର୍ଟରେ ପିଟିସନ ଦାଖଲ କରିଥିଲେ । ତେବେ ପୁଣି ଥରେ ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଏହାପୂର୍ବରୁ ମଧ୍ୟ ନିଜକୁ ବୋହୁ ବୋଲି ଦାବି କରି ବ୍ରହ୍ମାନଗର ଦ୍ବିତୀୟ ଲେନ୍‌ରେ ୧୧ ଦିନ ଧରି ଧାରଣାରେ ବସିଥିଲେ ତପସ୍ବିନୀ । ଏହାପରେ କୋର୍ଟ ଉଭୟଙ୍କୁ ୭ ମିଶି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁମିତ ଗତ ୭ ଦିନ ହେଲା ତପସ୍ବିନୀଙ୍କୁ ଛାଡ଼ି ଆସିବାରୁ ଏବେ ପୁନଃ ତପସ୍ବିନୀଙ୍କୁ ଧାରଣାରେ ବସିବାକୁ ପଡ଼ିଛି । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

For All Latest Updates

TAGGED:

ABOUT THE AUTHOR

...view details