ଜମିହରାଙ୍କୁ ଜୁଲୁମ କରୁଛି କୋଇଲା କମ୍ପାନୀ, ତାଳଚେରରେ କୁହୁଳୁଛି ଅସନ୍ତୋଷ - talcher people protest
ପୋଲିସ, ପ୍ରଶାସନ ଓ ଏମସିଏଲ କମ୍ପାନୀ ବିରୁଦ୍ଧରେ ତାଳଚେରବାସୀ ଉଠାଇଛନ୍ତି ବିଦ୍ରୋହ ସ୍ଵର । ତାଳଚେରରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆସି ପହଞ୍ଚିଛି ଜିଲ୍ଲା ସଦର ମହକୁମାରେ । ଏମସିଏଲର ମନମୁଖୀ କାର୍ଯ୍ୟ, ବିନା ଥଇଥାନରେ ଉଚ୍ଛେଦ ଓ ପୋଲିସର ଦବଙ୍ଗଗିରି ପ୍ରତିବାଦରେ ବିଦ୍ରୋହ କରିଛନ୍ତି ତାଳଚେର ବାସୀ ।