ଓଡିଶା

odisha

ETV Bharat / videos

ଗୁରୁଙ୍କୁ କାନ୍ଧରେ ଧରି 500 କିମି ଯାତ୍ରାକଲେ ଶିଷ୍ୟ - joranda baba

By

Published : Jun 4, 2020, 4:37 PM IST

ଅନୁଗୋଳ: କୁହାଯାଏ ଗୁରୁ ଶିଷ୍ୟ ସମ୍ପର୍କ ସବୁଠୁ ଉଚ୍ଚରେ। ଏଭଳି ସମ୍ପର୍କ ଆଉ କେଉଁଠି ନାହିଁ। ଆଉ ତାହା ଅନେକ ସମୟରେ ପ୍ରମାଣିତ ମଧ୍ୟ ହୋଇ ଆସୁଛି। ସମସ୍ତେ ଜାଣିଥିବେ ଏକଲବ୍ୟଙ୍କ କଥା ସେ ଏଭଳି ଜଣେ ଶିଷ୍ୟ ଥିଲେ ଯିଏ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଦକ୍ଷିଣା ରୂପେ ତାଙ୍କ ଆଙ୍ଗୁଠି ଦାନ କରିଥିଲେ। ବର୍ତ୍ତମାନ ଆଉ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳରେ।

ABOUT THE AUTHOR

...view details