ଓଡିଶା

odisha

ETV Bharat / videos

ରାଜଧାନୀର ବୁଲା କୁକୁରଙ୍କ ଅନ୍ନଦାତ୍ରୀ ପାର୍ବତୀ ମୁଲଯାନୀ - dog lover pkg

By

Published : Nov 16, 2019, 6:02 PM IST

ଭୁବନେଶ୍ବର: ଏବେର ସମୟରେ ଲୋକଙ୍କ ପାଖରେ ନିଜ କଥା ତ ଦୂରର କଥା ଅନ୍ୟ ବିଷୟରେ ଭାବିବାକୁ ବି ସମୟ ନାହିଁ। ସେ ବ୍ୟସ୍ତବହୁଳ ଜୀବନ ଭିତରେ କିଛି ଲୋକଙ୍କର କିଛି ଖାସ ଗୁଣ ରହିଥାଏ । କିଏ ସୌକରେ ବିଲେଇ ପାଳେ ତ ଆଉ କିଏ କୁକୁର। ତେଣୁ ପୋଷା କୁକୁର ରଖିବା ଏବେ ଏକ ସାଧାରଣ କଥା ହେଲାଣି । କିନ୍ତୁ ଏବେ ଆପଣ ଯେଉଁ କୁକୁର ପ୍ରେମୀଙ୍କ କଥା ଶୁଣିବେ ସେ ଟିକେ ନିଆରା ।

ABOUT THE AUTHOR

...view details