ଓଡିଶା

odisha

ETV Bharat / videos

କୁଣ୍ଡାବର ପ୍ରଥା: ବିବାହ ବନ୍ଧନରେ ବାନ୍ଧି ହୁଏ କଅଁଳ ଶିଶୁ - ପରମ୍ପରା ନାଁରେ ଅନ୍ଧବିଶ୍ବାସ

By

Published : Feb 19, 2020, 9:19 PM IST

ରାୟଗଡା: ପରମ୍ପରା ନାଁରେ ଅନ୍ଧବିଶ୍ବାସ । ଏବେବି ବଞ୍ଚିଛି ପିଲା କନିଆ ବିବାହ ବା କୁଣ୍ଡାବର ପ୍ରଥା । ବିବାହ ଶବ୍ଦର ଅର୍ଥ ବୁଝିନଥିବା କୋମଳମତି ଶିଶୁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଛି । ବର୍ଷବର୍ଷ ଧରି କୂଳର ଚଳଣୀ ହେଉ କିମ୍ବା ସାମାଜିକ କଟକଣା ହେଉ ବା ବାସନ୍ଦର ଦ୍ବାହି ଦେଇ ପରିବାର ଲୋକେ ଏଭଳି ଏକ ଅନ୍ଧବିଶ୍ବାସକୁ ଜାବୁଡି ଧରିଛନ୍ତି। ତେବେ ଚାଲନ୍ତୁ ଦେଖିବା ରାୟଗଡାର ଏମିତି ଏକ ଗାଁର କାହାଣୀ।

ABOUT THE AUTHOR

...view details