ଓଡିଶା

odisha

By

Published : Aug 24, 2020, 9:55 PM IST

ETV Bharat / videos

ରାଜ୍ୟ ସରକାରଙ୍କ କୋଭିଡ ସହାୟତା ପ୍ୟାକେଜ, ସମସ୍ତେ ପାଇେବେ ରୋଜଗାର

ଭୁବନେଶ୍ବର: ଚଳଚଞ୍ଚଳ ହେବ ଗ୍ରାମୀଣ ଅର୍ଥନୀତି। କେହି ବସିବେ ନାହିଁ ବେକାର । ସମସ୍ତେ ପାଇେବେ ରୋଜଗାର । ସ୍ବତପ୍ରବୁତଃ ସର୍ବେ ହେବେ ସ୍ବାବଲମ୍ବୀ । ରୋଜଗାର ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛନ୍ତି ସରକାର। ଏନେଇ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଛି ଏକ ଗାଇଡ଼ଲାଇନ। କୋଭିଡ ସହାୟତା ପ୍ୟାକେଜ ନାମରେ ଏହି ସହାୟତା ଘୋଷଣା ହେବ। ଏନେଇ କମ ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି 4ଟି ପ୍ଲାନ । ସମସ୍ତଙ୍କୁ ଜୀବିକା ଯୋଗାଇବା ସହ ଗ୍ରାମୀଣ ଉଦ୍ୟୋଗ ସୃଷ୍ଟି କରିବା ହିଁ ଏହାର ମୂଳ ଉଦ୍ଦେଶ୍ୟ।

ABOUT THE AUTHOR

...view details