ଜେଏନୟୁ ଘଟଣାକୁ ରାଜ୍ୟ କଂଗ୍ରେସର ନିନ୍ଦା - jnu issue
ଭୁବନେଶ୍ବର: ରବିବାର ଜେଏନୟୁରେ ଘଟିଥିବା ହିଂସାକୁ ତିବ୍ର ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ସୋମବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଓ ଜିନେଶ ଦାଶ ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।