ଓଡିଶା

odisha

ETV Bharat / videos

ମିଲରଙ୍କୁ କନ୍ଦାଉଛି କାଜୁ, ବନ୍ଦ ହେବାରେ ଲାଗିଛି ମିଲ - nabrangpur special package

By

Published : Mar 11, 2020, 8:20 PM IST

ନବରଙ୍ଗପୁର: ନବରଙ୍ଗପୁର କାଜୁ ବଜାରରେ ସଙ୍କଟର ବାଦଲ ଦେଖାଦେଇଛି । କାଜୁର ଚାହିଦା କମୁଥିବା ବେଳେ ଉତ୍ପାଦନ ବଢୁଛି । ହେଲେ ଖର୍ଚ୍ଚ ତୁଳନାରେ ମିଳୁନି ଲାଭ । ଫଳରେ ଗୋଟିଏ ପରେ ଗୋଟି କାଜୁ ମିଲ ବନ୍ଦ ହେବାରେ ଲାଗିଛି । ଜିଲ୍ଲ।ରେ କାଜୁ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ସ୍ଥାନ ପାଇଛି । କିନ୍ତୁ କାଜୁ ମାଲିକ ମାନେ ଚାହିଦା ଓ ବଜାର ଅଭାବରୁ ମିଲ ଗୁଡିକୁ ଆଉ ଚଳାଇବାକୁ ଇଚ୍ଛା କରୁନାହାନ୍ତି ।

ABOUT THE AUTHOR

...view details