ପରଦାକୁ ଆସିଲା କଟକ ୱେଡ୍ସ ସମ୍ବଲପୁର, ଅନୁଭୂତି ସେୟାର କଲେ ସମ୍ବିତ-ସୁସ୍ମିତା - ସମ୍ବିତଙ୍କ ସହ ସାକ୍ଷାତକାର
🎬 Watch Now: Feature Video
ଭୁବନେଶ୍ବର: ପ୍ରେକ୍ଷାଳୟରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର କଟକ ୱେଡ୍ସ ସମ୍ବଲପୁର । ସିନେମାର ନାୟକ ସମ୍ବିତ ଏବଂ ନବାଗତା ସୁସ୍ମିତାଙ୍କ ସହ ଏକ ସ୍ବତନ୍ତ୍ର ଉପସ୍ଥାପନା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Nov 20, 2021, 9:47 AM IST