ଓଡିଶା

odisha

ETV Bharat / videos

ବିଧାନସଭା ଗେଷ୍ଟ ହାଉସର ତଥ୍ୟ ନାହିଁ, ଅଧିକାରୀଙ୍କ ସହ ଆଲୋଚନା କଲେ ବାଚସ୍ପତି - ଅଧିକାରୀଙ୍କ ସହ ଆଲୋଚନା କଲେ ବାଚସ୍ପତି

By

Published : Jan 6, 2020, 11:55 PM IST

ଭୁବନେଶ୍ବର: ଓଡିଶା ବିଧାନସଭା ପକ୍ଷରୁ 2008-09 ମସିହାରେ ପୁରୀରେ ଏକ ଗେଷ୍ଟ ହାଉସ ନିର୍ମାଣ ପାଇଁ 80 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସେଠାରେ ଥିବା ଗେଷ୍ଟ ହାଉସର କୌଣସି ସୂଚନା ନଥିବା କଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ABOUT THE AUTHOR

...view details