ଓଡିଶା

odisha

ETV Bharat / videos

ପ୍ରକୃତି ଡୋରିରେ ବନ୍ଧା ପ୍ରକୃତିମଣିଷ, ବେଶଭୂଷାକୁ ନେଇ ଗର୍ବିତ ଡଙ୍ଗରିଆ - ଆଦିମ କନ୍ଧ ସମ୍ପ୍ରଦାୟ

By

Published : Nov 19, 2020, 6:02 PM IST

ରାୟଗଡ: ଆଦିମ କନ୍ଧ ସମ୍ପ୍ରଦାୟ ମଧ୍ୟରେ ଡଙ୍ଗରିଆ ଏକ ବୃହତ ଜନଜାତି । ଜୀବନ ଜୀବିକା କହିଲେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଓ ପାହାଡ଼ରେ ଚାଷ କରିବା। ନିୟମଗିରିକୁ କୌଣସି କ୍ଷତି ନ ପହଞ୍ଚାଇ, ପାହାଡ ଉପରେ ବିଭିନ୍ନ ପ୍ରକାରର ଫସଲ ସୋପାନରେ କରିଥାନ୍ତି । ଅନେକ ଆଦିବାସୀ ସମ୍ପ୍ରଦାୟ ପରି ଡଙ୍ଗରିଆ ମଧ୍ୟ ଜଳ ଜମି ଜଙ୍ଗଲ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସେଥିପାଇଁ ଏମାନେ ନିୟମ ରଜା ର ସନ୍ତାନ ଭାବେ ବିବେଚିତ ।

ABOUT THE AUTHOR

...view details