ସଫ୍ଟୱେୟାର ଇଞ୍ଜିନିୟରରୁ ମାଛ ଚାଷୀ ସମ୍ବଲପୁରର ସୌରଭ - successful fish farmer
ସମ୍ବଲପୁର: ସଫ୍ଟୱୋୟାର ଇଞ୍ଜିନିୟରରୁ ମାଛ ଚାଷୀ । ବାଙ୍ଗାଲୋରର ସଫ୍ଟୱେୟାର କମ୍ପାନୀ ଚାକିରି ଛାଡି ସମ୍ବଲପୁରରେ ମାଛ ଚାଷ କରିଛନ୍ତି ସୌରଭ ସାମନ୍ତରାୟ । ଆଜିର ଯୁବପୀଢି ଚାକିରି ପଛରେ ଦୌଡୁଥିବାବେଳେ ସେ ଅତ୍ୟାଧୁନିକ ବାୟୋଫ୍ଲକ୍ ଟେକ୍ନୋଲୋଜିରେ ମାଛ ଚାଷ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।