ଅନଲକ-3 ରେ ରାଜଧାନୀ ସ୍ଥିତି
ଦିନକୁ ଦିନ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ-3 କଟକଣା ଘୋଷଣା କରାଯାଇଛି। ରାଜ୍ୟ ସରକାର ମଧ୍ୟ 4ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ରାଉରକେଲା ମହାନଗର ନିଗମରେ ଜାରି କରିଛନ୍ତି କଟକଣା । ତେବେ ଭୁବନେଶ୍ବରରେ କଣ ରହିଛି ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା । ଭୁନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ