ଓଡିଶା

odisha

ETV Bharat / videos

ରଙ୍ଗ ତୂଳୀରେ ରଙ୍ଗୀନ ହେଉଛି ବାଲେଶ୍ଵର ସହର - art news

By

Published : Nov 7, 2019, 5:45 PM IST

ବାଲେଶ୍ଵର: ସହରର ସରକାରୀ ଅଫିସ କାନ୍ଥ ଏବେ ରଙ୍ଗୀନ ରଙ୍ଗୀନ ଦିଶୁଛି । ସରକାରୀ କାନ୍ଥ ଓ ପାଚେରୀ ଗୁଡିକରେ ଅନାବଶ୍ୟକ ବିଜ୍ଞାପନ ପୋଷ୍ଟର ମରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ । ମାତ୍ର ଏବେ ସେସବୁ ଚିତ୍ରରେ ଚମକୁଥିବା ଦେଖିବାକୁ ମିଳୁଛି ।

ABOUT THE AUTHOR

...view details