ଓଡିଶା

odisha

ETV Bharat / videos

ଗ୍ରୀନ କରିଡର; ମାତ୍ର ସାଢେ 6 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ - green corridor gives benefits to patient

By

Published : Oct 23, 2020, 8:32 PM IST

ଭୁବନେଶ୍ବର: ମାତ୍ର ସାଢେ 6 ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବା ଲାଗି ହୋଇଥିଲା ଗ୍ରୀନ କରିଡର । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡରରେ ଗଡିଲା ଆମ୍ବୁଲାନ୍ସ । କମିଶନରେଟ୍ ପୋଲିସର ଟ୍ରାଫିକ ପରିଚାଳନାରେ ସୁଗମ ବ୍ୟବସ୍ଥା ପାଇଁ ହୋଇପାରିଲା ସମ୍ଭବ ।

ABOUT THE AUTHOR

...view details