ଜଳଭଣ୍ଡାରରେ ବାଜି ଲାଗିଛି ଜୀବନ, ନଦୀପାର ହେଉଛନ୍ତି 20ଛାତ୍ରଛାତ୍ରୀ - ଦେବଗଡରେ ନଦୀପାର ହେଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ଟ
🎬 Watch Now: Feature Video
ଦେବଗଡ: ଜଳଭଣ୍ଡାରରେ ବାଜି ଲାଗିଛି ଜୀବନ । ମାଛଧରା ଡଙ୍ଗା ସାଜିଛି ବାହନ । ନିଜେ କାତ ମାରି ଭବିଷ୍ୟତ ଗଢିବା ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ଏମିତି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର କରନ୍ତି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଖଇରପାଲି ଗାଁର କୁନି ଛାତ୍ରଛାତ୍ରୀ ।