ଓଡିଶା

odisha

By

Published : Dec 23, 2019, 4:54 PM IST

ETV Bharat / videos

ପ୍ରକୃତି ଓ ଜୈବ ବିବିଧତାର ଅପୂର୍ବ ସମାହାର, ‘ସାତକୋଶିଆ ଗଣ୍ଡ’

ଏଠାକାର ପ୍ରାକୃତିକ ସୈାନ୍ଦର୍ଯ୍ୟ, ମହାନଦୀ ନୀଳ ଜଳରାଶିର ମନୋରମ ଦୃଶ୍ୟ ଓ ଚତୁପାର୍ଶ୍ବରେ ଥିବା ଘଞ୍ଚ ବନାନୀ ସମସ୍ତଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣେ । ବ୍ୟସ୍ତ ବହୁଳ ଜୀବନରୁ କିଛି କ୍ଷଣ ଆସ୍ବସ୍ତି ପାଇଁ ଏଠାକୁ ଛୁଟି ଆସନ୍ତି ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକ ।

ABOUT THE AUTHOR

...view details