ମା’ ବିମଳାଙ୍କର ତ୍ରିଦିବସାତ୍ମକ ପୂଜା, କଣ ରହିଛି ମାହାତ୍ମ୍ୟ ଶୁଣନ୍ତୁ... - maa Bimala temple
ଆଜି ମହାସପ୍ତମୀ। ପରେ ମହାଷ୍ଟମୀ ଓ ମହାନବମୀ ପୂଜା ଅନୁଷ୍ଠିତ ହେବ। ଏହି ପୂଜାକୁ ତ୍ରିଦିବସାତ୍ମକ ପୂଜା କୁହାଯାଏ। ନିଶାର୍ଦ୍ଧରେ ଏହି ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଏଣୁ ଶ୍ରୀମନ୍ଦିରରେ ମା ବିମଳାଙ୍କ ତ୍ରିଦିବସାତ୍ମକ ପୂଜା ଅବସରରେ ସ୍ବତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେବ। ଏହି ପୂଜାରେ ମଧ୍ୟ ରାତ୍ରୀରେ ଛାଗ ବଳି ପଳାଯାଇ ଦେବୀ ବିମଳାଙ୍କୁ ସମର୍ପଣ କରାଯିବାର ପରମ୍ପରା ରହିଛି। ତେବେ ଏସମ୍ପର୍କରେ କଣ କହୁଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଡା.ଶରତ ମହାନ୍ତି ଶୁଣନ୍ତୁ....