ଓଡିଶା

odisha

ଶପଥ ଗ୍ରହଣ କଲେ ରୀତା ସାହୁ

By

Published : Nov 13, 2019, 2:46 PM IST

Published : Nov 13, 2019, 2:46 PM IST

ଭୁବନେଶ୍ବର: ଗତ ମାସରେ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟିକା ରୀତା ସାହୁ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ରୀତା ସାହୁ୍ଙ୍କୁ ଶପଥ ପାଠ କରାଇଛନ୍ତି ।

ABOUT THE AUTHOR

...view details