ଓଡିଶା

odisha

ETV Bharat / videos

ସାନ୍ତାଳୀ ଭାଷା ପାଇଁ ସମ୍ମାନ, ପଦ୍ମଶ୍ରୀ ପାଇବେ ଦମୟନ୍ତୀ ବେଶ୍ରା - ପଦ୍ମଶ୍ରୀ ଡ଼ଃ ଦମୟନ୍ତୀ ବେଶ୍ରା

By

Published : Mar 3, 2020, 11:24 PM IST

ବାରିପଦା: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରୁ ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଡ଼ଃ ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମହିଳା ଦିବସରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।

ABOUT THE AUTHOR

...view details