ଓଡିଶା

odisha

By

Published : Apr 16, 2021, 2:06 PM IST

ETV Bharat / videos

ବାରମ୍ବାର ବେଶ ବଦଳାଇ ହାଇଦ୍ରାବାଦରେ ବୁଲୁଥିଲା ହାଇଦର, ଶୁଣନ୍ତୁ କେମିତି ଧରିଲା ପୋଲିସ

କଟକ: ଗିରଫ ହୋଇଛି ଏସସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦର । ହାଇଦ୍ରାବାଦରୁ ଗିରଫ କରିଛି କମିଶନରେଟ ପୋଲିସ । କିପରି ଥିଲା ଅପରେସନ ! ହାଇଦ୍ରାବାଦରେ କ'ଣ କରୁଥିଲା ହାଇଦର ? ଏନେଇ ଅଧିକ ସୂଚନା ଦେଇଛନ୍ତି ହାଇଦରକୁ ଗିରଫ କରିଥିବା ବରିଷ୍ଠ ପୋଲିସ ଅଫିସର ରଶ୍ମିରଞ୍ଜନ ମହାପାତ୍ର । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details