ଓଡିଶା

odisha

ETV Bharat / videos

କୋରୋନାରୁ ମୁକ୍ତି ଦେଇପାରେ କାଇ-ଜନ୍ଦା ଚଟଣୀ, ପରୀକ୍ଷା ପାଇଁ ଚାଲିଛି ପ୍ରୟାସ - red ant chutney

By

Published : Jun 30, 2020, 5:40 PM IST

ବାରିପଦା: କାଇ-ଜନ୍ଦା ଚଟଣୀରୁ ହୋଇପାରିବ କୋରୋନା ମେଡିସନ୍‌ ! ସୁସ୍ଥ ହୋଇପାରିବେ କୋଭିଡ୍‌ ଆକ୍ରାନ୍ତ ! ଆଦିବାସୀଙ୍କ ସୁସ୍ଵାଦୁ ଖାଦ୍ୟ, ଜଙ୍ଗଲୀ କାଇଜନ୍ଦା ଚଟଣୀ । ମୟୂରଭଞ୍ଜ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ବିଭିନ୍ନ ଗଛରେ ବସାବାନ୍ଧି ଥିବା ଜଙ୍ଗଲୀ କାଇଜନ୍ଦାକୁ ଆଦିବାସୀ ମାନେ ସଂଗ୍ରହ କରି ଏହାକୁ ଖାଦ୍ୟ ରୂପେ ଖାଇଥାନ୍ତି । ଜଙ୍ଗଲୀ କାଇ-ଜନ୍ଦା ସହ ଅଦା, ରସୁଣ, ପିଆଜ, କଳାଜିରା ଓ ଧଣିଆପତ୍ର ମିଶାଇ ଏହାକୁ ଚଟଣୀ କରାଯାଏ । ଏହି ଚଟଣୀ ଖାଇଲେ ଜ୍ବର, ଥଣ୍ଡା, କାଶ ସହ ଗଳା ସଂକ୍ରମଣରୁ ରକ୍ଷା ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ବୋଲି କୁହାଯାଏ ।

ABOUT THE AUTHOR

...view details