ଶ୍ରୀମନ୍ଦିର ଦ୍ବାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video

ପୁରୀ:ହରି ବୋଲ...ହରି ବୋଲ । ବଡି ଭୋରୁ ପ୍ରଭୁଙ୍କ ନାମ ଉଚ୍ଚାରି ଶ୍ରୀମନ୍ଦିର ଦ୍ବାରଫିଟା ଯାଇଛି । ପତିତମାନଙ୍କ ମଙ୍ଗଳ ସୁମରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଘଣ୍ଟ,ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହେଉଥିବା ଜଗା ମନ୍ଦିର । ସକାଳୁ ସକାଳୁ ପ୍ରଭୁଙ୍କ ମଙ୍ଗଳଆଳତୀକୁ ଜଗତବାସୀ ବେଶ ସନ୍ତୋଷଲାଭ କରୁଛନ୍ତି ।