ଓଡିଶା

odisha

ETV Bharat / videos

ଦୁର୍ଗାବାଡି ସମିତି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ - puri durga puja news

By

Published : Oct 6, 2019, 2:55 PM IST

ପୁରୀ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଦେବୀ ପୀଠରେ ମହାନବମୀ ପାଳନ ହେଉଛି। ଅନ୍ୟପଟେ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ। ମହାଷ୍ଟମୀରେ ମା ଦୁର୍ଗାଙ୍କ ଆବାହନ ନେଇ ଏବେ ସବୁ ପୂଜା ମଣ୍ଡପରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ତେବେ ମହାଷ୍ଟମୀରେ ପୁରୀ ଦୁର୍ଗାବାଡି ସମିତିରେ କିଭଳି ଦୃଶ୍ୟ ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି। ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details