ଓଡିଶା

odisha

ETV Bharat / videos

‘ଷ୍ଟ୍ରାଟେଜୀ ଗଣମାଧ୍ୟମରେ ଆଲୋଚନା ହୁଏନି, ମୁଁ ଦଳକୁ କହିବି’ - ଭୁବନେଶ୍ବର

🎬 Watch Now: Feature Video

By

Published : Feb 4, 2021, 7:31 PM IST

Updated : Feb 4, 2021, 7:36 PM IST

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇସାରିଛି। ତେବେ ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନି ମାତ୍ର ପିପିଲି ଉପନିର୍ବାଚନ ଦାଇତ୍ବରେ ଥିବା ବିଜେଡି ପର୍ଯ୍ୟବେକ୍ଷକ କଥା କହିଲେ ନସରେ। କଥା କଥାକେ ରାଗୁଛନ୍ତି ପ୍ରତାପ ଦେବ। ସେ କହିଛନ୍ତି, ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଏପର୍ଯ୍ୟନ୍ତ କୌଣସି ଚୟନ ଉପରେ ଆଲୋଚନା ହୋଇନି। ବିଜେଡି ଲକ୍ଷ୍ୟ ରଖିଛି କିଭଳି ସଂଗଠନ ସୁଦୃଢ ହୋଇ ଅଧିକ ବ୍ୟବଧାନରେ ଜିତିବା ସେ ଦିଗରେ କାମ କରିବା। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି ଯାହା ବାଲେଶ୍ବର ଓ ତିର୍ତ୍ତୋଳରେ ଆପଣମାନେ ଦେଖିଛନ୍ତି। ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Feb 4, 2021, 7:36 PM IST

ABOUT THE AUTHOR

...view details