ଓଡିଶା

odisha

By

Published : Jul 8, 2021, 8:54 PM IST

ETV Bharat / videos

ଆଦିବାସୀଙ୍କୁ ଅଗ୍ରାଧିକାର ନେଇ ରବି ଦାସଙ୍କ ପ୍ରତିକ୍ରିୟା

ଭୁବେନଶ୍ବର: ବୁଧବାର ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ବେଶ୍ବର ଟୁଡୁଙ୍କୁ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ ।

ABOUT THE AUTHOR

...view details