ବଡଦାଣ୍ଡରେ ପୋଲିସ ଡିଜି, କରୁଛନ୍ତି ବାହୁଡା ଯାତ୍ରା ସମୀକ୍ଷା - ପୁରୀରେ ପୋଲିସ ଡିଜି
ପୁରୀ: ବାହୁଡା ଯାତ୍ରା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ । କଡା ସୁରକ୍ଷା ଏବଂ ପୋଲିସଙ୍କ ଏନଫୋର୍ସମେଣ୍ଟକୁ ନେଇ କଲେ ଖୁସିବ୍ୟକ୍ତ । ଜନସାଧାରଣଙ୍କୁ ଗଣମାଧ୍ୟମରେ ବାହୁଡା ଯାତ୍ରା ଦେଖିବାକୁ ଅପିଲ୍ କରିବା ସହ ସୁନାବେଶ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ