ମେଡିକାଲରେ କଙ୍ଗାରୁ କୋର୍ଟ ଘଟଣା, ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ - sambalpur news
ସମ୍ବଲପୁର: ବୁର୍ଲା ଭୀମସାର୍ରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣାକୁ ବିତିଯାଇଛି 4 ଦିନ । ଘଟଣାରେ ନିର୍ଯ୍ୟାତନାର ଶିକାର 2 ଯୁବକଙ୍କୁ ପୋଲିସ ଜେଲ ପଠାଇଥିବାବେଳେ କଙ୍ଗାରୁ କୋର୍ଟ କରିଥିବା ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ଯାହାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।