ଓଡିଶା

odisha

ETV Bharat / videos

ପଡିଆରେ ବ୍ୟାନ, ବୈଠକରେ ଆଗରେ... - ପଡିଆରେ ବ୍ୟାନ କିନ୍ତୁ ବୈଠକରେ ଲାଗୁ

By

Published : Nov 27, 2019, 1:35 AM IST

Updated : Dec 2, 2019, 3:26 PM IST

କଟକ: ଡିସେମ୍ବର 22ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଟକ୍କର । ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଷ୍ଟାଡିୟମ ଠୁ ନେଇ ଶୌଚାଳୟ, ପାର୍କିଂଠୁ ନେଇ ପାନୀୟ ଜଳ ଯୋଗାଣ । ସବୁର ହେବ ସୁନ୍ଦର ବ୍ୟବସ୍ଥା । ପଡିଆକୁ ପଲିଥିନ, ପ୍ଳାଷ୍ଟିକ ବ୍ୟାନ । 37 ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଷ୍ଟାଡିଅମରେ କିପରି ମ୍ୟାଚ ସମୟରେ କୌଣସି ପ୍ଲାଷ୍ଟିକର ବ୍ୟବହାର ନ କରିବେ ସେ ଦିଗରେ ବେଶ ସଚେତନ ରହିଛି ସିଏମସି । ମାତ୍ର ପ୍ଲାଷ୍ଟିକକୁ ଖେଳ ସମୟରେ ବ୍ୟାନ କରାଯିବା କଥା କୁହାଯାଉଥିବା ବେଳେ ପ୍ରସ୍ତୁତି ବୈଠକରେ କିନ୍ତୁ ବ୍ୟବହାର ହୋଇଛି ପ୍ଲାଷ୍ଟିକ୍ । ବୈଠକରେ ଅତିଥି ମାନଙ୍କ ପାଇଁ ବେଶ୍ ସୁନ୍ଦର ଭାବେ ସଜେଇକି ରଖାଯାଇଛି ପ୍ଲାଷ୍ଟିକ ପାଣି ବୋତଲ । ଦେଖନ୍ତୁ ଏନେଇ କଣ କହୁଛନ୍ତି ସିଏମସି କମିଶନର ଅନନ୍ୟା ଦାସ...
Last Updated : Dec 2, 2019, 3:26 PM IST

ABOUT THE AUTHOR

...view details