ରାଜ୍ୟରେ ପ୍ଲାଜମା ଥେରାପି କେତେ ଆଣିବ ସୁଫଳ? - କଟକରେ ଆରମ୍ଭ ହେଲା ପ୍ଲାଜମା ଥେରାପି
କଟକ: କୋରୋନା ମୃତ୍ୟୁହାର କମାଇବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ତେବେ ଏଥିରୁ କେତେ ସଫଳ ମିଳିବ? ଏନେଇ ଏସସିବି ପ୍ଲାଜମା ବ୍ୟାଙ୍କ ସମ୍ମୁଖରୁ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ..