ଓଡିଶା

odisha

ETV Bharat / videos

Petrol Pump Loot: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ

By

Published : Dec 11, 2021, 11:19 AM IST

ବାଲେଶ୍ୱର: ଜିଲ୍ଲା ସୋର ଥାନା ଉତ୍ତରଶ୍ୱର ଛକ ନିକଟରେ ଥିବା ମହାବୀର ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ୨ ଜଣ ଲୁଟେରା ପେଟ୍ରୋଲ ପମ୍ପକୁ ପଶିଥିଲେ । ଏଠାରେ ଥିବା ୨ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବ୍ୟାଗରେ ଥିବା ଓ କ୍ୟାସ ବାକ୍ସକୁ ତାଡି ପାଖାପାଖି 50 ରୁ 60 ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟ ଘଟଣା ସିସିଟିଭିରେ କଏଦ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details