ଓଡିଶା

odisha

By

Published : Oct 26, 2019, 1:38 PM IST

ETV Bharat / videos

ମାଟି ଅତଡା ଧସିବା ପରେ...ମାଟି ତଳେ ସ୍ବପ୍ନ, ଖୋଲା ଆକାଶ ତଳେ ଜୀବନ

ଗଜପତି: ଛାଡିଯାଇଛି ବର୍ଷା । ଦେଇଯାଇଛି ଦାରୁଣ ଦୁଃଖ । ନିଶ୍ଚିହ୍ନ 20 ପରିବାର । ଖୋଲା ଆକାଶ ତଳେ ବିତୁଛି ଜୀବନ । ହରାଇଛନ୍ତି ସବୁକିଛି । ମାଟି ତଳେ ପୋତି ହୋଇଯାଇଛି ସାଇତା ସମ୍ପତ୍ତି । କିପରି ଚଳିବେ ଘାରିଛି ଚିନ୍ତା । କିନ୍ତୁ ଆଶା ହରାଇ ନାହାନ୍ତି। ପରିସ୍ଥିତି ସ୍ବାଭାବିକ ପରେ ଆରମ୍ଭ କରିଛନ୍ତି ଖୋଜାଖୋଜି । ଆତୁର ହୋଇ ଖୋଳିଚାଲିଛନ୍ତି କାଦୁଅ ମାଟି । ଟିକେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ହାତ, କୋଦାଳ- ଯାହା ପାଇଲେ ସେଥିରେ ଖୋଳୁଛନ୍ତି । ଆଶା କାଳେ କିଛି ମିଳିଯିବ । କିନ୍ତୁ ବାହାରୁଛି କେବଳ ପୁଳା ପୁଳା ମାଟି । ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକଟୋର ମାଟି ଅତଡା ଧସିବା ପରର ଦୃଶ୍ୟ...

ABOUT THE AUTHOR

...view details