ଓଡିଶା

odisha

By

Published : Nov 26, 2021, 7:37 AM IST

ETV Bharat / videos

MANGALA ALATI: ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି

ସବୁ ଦିନ ପରି ଆଜି ବଡି ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ସେବାୟତମାନେ ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟାଇ ନିତି ସମ୍ପନ୍ନ କରିଛନ୍ତି । ପୂଜା ପଣ୍ଡା ମନ୍ତ୍ରୋଚ୍ଚାରଣ କରି ହାତରେ ଘଣ୍ଟି ଓ ଦୀପ ଧରି ପତିତ ମାନଙ୍କ ଉଦ୍ଧାର ପାଇଁ ପତିତପାବନଙ୍କ ମଙ୍ଗଳ ଆଳତି କରିଛନ୍ତି । ଏହି ସମୟରେ ପାଖରେ ଥିବା ଅନ୍ୟ ପୂଜା ପଣ୍ଡା, ସେବାୟତ ଓ ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ଏହି ପବିତ୍ର ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଏହି ମଙ୍ଗଳ ଆଳତି ଦର୍ଶନରେ କୋଟି ପୂଣ୍ୟ ଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

...view details