ଓଡିଶା

odisha

ETV Bharat / videos

ଜେଲରେ ପୁଅ, ରିମାଣ୍ଡରେ ବାପା; ଆଜି ବାପ-ପୁଅଙ୍କ ଜାମିନ ଶୁଣାଣି

By

Published : Dec 23, 2020, 2:15 PM IST

ଭୁବନେଶ୍ବର: IFS ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶଙ୍କର ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି । ଭୁବନେଶ୍ବର ଏଡିଜେ କୋର୍ଟରେ ହେବ ଶୁଣାଣି । ଜାମିନ ପାଇଁ ଆବେଦନ କରିଛନ୍ତି ପାଠକଙ୍କ ଓକିଲ । ତେବେ ଝାରପଡା ଜେଲରେ ପୁଅ ଆକାଶ ପାଠକ ଥିବାବେଳେ ବାପା ଅଭୟ ପାଠକ ପୋଲିସ ରିମାଣ୍ଡରେ କମିସନରେଟ ପୋଲିସ ହେପାଜତରେ ଅଛନ୍ତି । ଉଭୟଙ୍କୁ ପ୍ରଥମେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିଲା। ପରେ ପୁଅ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details