ଓଡିଶା

odisha

ETV Bharat / videos

ଆବାସ ଯୋଜନାରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO - ଅନୁଗୋଳ କିଶୋରନଗର ଖବର

By

Published : Sep 30, 2020, 6:25 PM IST

ଅନୁଗୋଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ । ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ ସଂଜାମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ । ଭିଜିଲାନ୍ସ ଦେଇଥିବା ତଥ୍ୟ ଅନୁଯାୟୀ ନିମିତ୍ରୀ ଗାଁର ଜୟନ୍ତ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ବିଲ ପ୍ରଦାନ ପାଇଁ ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ଜୟନ୍ତ ବିଶ୍ବାଳ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ABOUT THE AUTHOR

...view details