ଓଡିଶା

odisha

ETV Bharat / videos

Panchayat Election: ନିର୍ବାଚନୀ ମଇଦାନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷିତ ପ୍ରାର୍ଥୀନୀ - ନର୍ବାଚନ ଲଢୁଛନ୍ତି ପ୍ରଧାନ ଶିକ୍ଷକ

By

Published : Feb 7, 2022, 12:09 PM IST

ଝାରସୁଗୁଡ଼ା: ପଞ୍ଚାୟତ ନର୍ବାଚନକୁ ନେଇ ସରଗରମ ଗାଁ ରାଜନୀତି । ଦଳୀୟ ପାର୍ଥୀ ଭାବେ ଛିଡା ହୋଇ ଏବେ ଭୋଟ ପାଇଁ ଗାଁଗାଁରେ ପ୍ରଚାର ଜୋରଦାର ହୋଇଛି । କିଏ ବେକାରୀ ସମସ୍ୟାତ ଆଉ କିଏ ଅଞ୍ଚଳର ବାକାଶକୁ ମୁଦ୍ଦା କରି ଭୋଟ ମାଗୁଥିବା ବେଳେ ସ୍ବାଧିନପ୍ରାର୍ଥୀ ଭାବେ ନର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷିତ ପ୍ରାର୍ଥୀନୀ । କଟାପାଲି ପଞ୍ଚାୟତକୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣେନ୍ଦୁ ସେଟ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବା ଲକ୍ଷ୍ୟ ରଖି ଶିକ୍ଷିତ ପ୍ରାର୍ଥୀନୀ ଲତା ରୋହିଦାସ ଚଳିତ ନିର୍ବାଚନରେ ଲଢେଇ କରି ଏବେ ପ୍ରଚାରକୁ ଜୋରଦାର କରିଛନ୍ତି । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details