ଓଡିଶା

odisha

By

Published : Mar 29, 2019, 2:57 PM IST

ETV Bharat / videos

ନିର୍ବାଚନରେ ସାମିଲ ହେବା ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଭୋଟ ଅପିଲ

ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇ ସାରିଲେଣି। ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀ ଦେଖି ଭୋଟ ଦେବାକୁ ସଚେତନତା କରାଯାଉଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଭୁମିକା ନିଭାଉଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ।

ABOUT THE AUTHOR

...view details